ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସର ବଡ଼ ଆକ୍ସନ ପ୍ଲାନ  #  

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।  #  

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।  #  

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।  #  

ଷଷ୍ଠତମ ଅସ୍ତରଙ୍ଗ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ- ପ୍ରଶ୍ନ ବାଣରେ ଘାଇଲା ବିଧାୟକ  #  

ଦେଶବ୍ୟାପୀ ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି ‘କାନ୍ତାରା ଚାପ୍ଟର ୧’  #  

ଦଶହରା ମେଢକୁ ମିଳିବ ଆର୍ଥିକ ଅନୁଦାନ, ୩ଟି ଶ୍ରେଣୀରେ ମିଳିବ ଟଙ୍କା  #  

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ  #  

ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି ଦଳରେ ସାମିଲ…  #  

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ  #  

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ  #  

ଏହି ସ୍ଥାନରେ ହେବ ଚଳିତ ବର୍ଷ ରାବଣପୋଡି...  #  

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ  #  

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ  #  

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ ବଳଭଦ୍ର ମାଝୀ।  #  

ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ।  #  

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ସଫଳ ହେଲା ବକ୍ରପାଦ ଅସ୍ତ୍ରୋପଚାର।  #  

ପିର ଜାହାନିଆଁ ବେଳା ଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ  #  

ମାଣ୍ଡିଆ ଚାଷ କରି ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଓ ତାଲିମ ଯୋଗାଉଛି ବେସରକାରୀ ସଂସ୍ଥା ମିଲେଟ ମୋର ।

ମାଲକାନଗିରି ୨୬।୬ (ସତ୍ୟ ନାରାୟଣ ଦାଶ) ମାଣ୍ଡିଆ ଏକ ଶକ୍ତି ଦାୟକ ଓ ପୃଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଏହାର ବିକ୍ରୟ ପାଇଁ ସଠିକ ବଜାର ନଥିବାରୁ ଲୋକେ ଧୀରେ ଧୀରେ ଏହାର ଚାଷ କମାଇ ଦେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ଵ ଦେଇ ଆରମ୍ଭ କରିଥିଲେ ମିଲେଟ ମିସନ । ଏହି ମିସନ ଆରମ୍ଭ ହୋଇଥିବା ବେଳେ ମିସନ ଦ୍ଵାରା ଚାଷୀ ସରକାରଙ୍କ ଠାରୁ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହନ ପାଇଥିବା ବେଳେ ସରକାର ମାଣ୍ଡିଆ କିଣିବା ପାଇଁ ମଣ୍ଡିର ବ୍ୟବସ୍ତା ମଧ୍ୟ କରିଥିଲେ । ଏହା ପରଠାରୁ ରାଜ୍ୟରେ ମାଣ୍ଡିଆ ଉତ୍ପାଦନ ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ଆହୁରି ଆଗକୁ ନେବା ପାଇଁ ସ୍ଵେଚ୍ଛାକୃତ ଭାବେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଉଛି କଳିଙ୍ଗ ଆଗ୍ରୋ ଫୁଡ ଇଣ୍ଡଷ୍ଟ୍ରିର ମିଲେଟ ମୋର ସଂସ୍ଥା । ଏହି ସଂସ୍ଥା ପକ୍ଷରୁ ଲୋକଙ୍କୁ ମାଣ୍ଡିଆ ଚାଷ ପାଇଁ ସ୍ବେଛାକୃତ ଭାବେ ସଚେତନ କରାଇବା ସହ ତାଲିମ ପ୍ରଦାନ କରାଯାଉଛି । ବିଗତ କିଛି ବର୍ଷ ଧରି ମିଲେଟ ମିସନ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଅନେକ ଚାଷୀ ଏହି ମାଣ୍ଡିଆ ଫସଲକୁ ଅଧିକ ପରିମାଣରେ ଚାଷ କରି ଆସୁଥିବା ବେଳେ ଏହା ସେମାନଙ୍କୁ ଉତ୍ତମ ରୋଜଗାର ଯୋଗାଇବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦ୍ଵାରା ମାଣ୍ଡିଆ କିଣିବା ପାଇଁ ମଣ୍ଡି ବ୍ୟବସ୍ତା କରାଯାଇଥିବା ବେଳେ ମଣ୍ଡିରେ ବିଗତ ବର୍ଷ କିଲୋ ପିଛା ୩୫ ଟଙ୍କାରୁ ଊର୍ଦ୍ଧ୍ଵ ମୂଲ୍ଯରେ ମାଣ୍ଡିଆ କିଣା ଯାଇଥିଲା । ବିଗତ ବର୍ଷ ଜିଲ୍ଲାରେ ୫୦ହଜାର କ୍ଵିଣ୍ଟାଲରୁ ଅଧିକ ଫସଲ ଅମଳ ହୋଇଥିବା ବେଳେ ଏହାର ଅଧିକ ଲାଭ ଯୋଗୁଁ ବର୍ତ୍ତମାନ ଅଧିକ ଚାଷୀ ଏହି ଫସଲ କରୁଥିବା ବେଳେ ଚଳିତ ବର୍ଷ ଏହି ଉତ୍ପାଦନ ଆହୁରି ଅଧିକ ହେବ ବୋଲି ଆଶା ରଖାଯାଇଛି । ତେବେ କଳିଙ୍ଗ ଆଗ୍ରୋ ଫୁଡ ଇଣ୍ଡଷ୍ଟ୍ରିର ମିଲେଟ ମୋର ସଂସ୍ଥା ପକ୍ଷରୁ ଲୋକଙ୍କୁ ମାଣ୍ଡିଆ ଚାଷ ପାଇଁ ସ୍ବେଛାକୃତ ଭାବେ ସଚେତନ କରାଇବା ସହ ତାଲିମ ପ୍ରଦାନ କର ଯାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ନିକଟରେ ଏହି ମିଲେଟ ମୋର ସଂସ୍ଥାର କର୍ମଚାରୀ ମାନେ ପହଞ୍ଚି ଲୋକଙ୍କୁ ମାଣ୍ଡିଆ ଚାଷୀ ପାଇଁ ସଚେତନ କରାଇବା ସହ କେଉଁ ପ୍ରଣାଳୀରେ ଚାଷ କଲେ ଅଧିକ ଫସଲ ଆମ ହେବେ ସେନେଇ ସଚେତନ କରାଉଛନ୍ତି । ସଂସ୍ଥାର ଡାଇରେକ୍ଟର ବିକେ ସ୍ଵାଇଁ ନିଜେ ଏହାକୁ ପରିଚାଳନା କରିବା ସହ ସ୍ଵେଚ୍ଛାକୃତ ରୂପେ ଏହି କାର୍ଯ୍ୟ ହାତକୁ ନେଇ ଜିଲ୍ଲାର ବିଭିନ୍ନ ଗ୍ରାମରେ ଲୋକଙ୍କ ନିକଟରେ ପହଞ୍ଚି ମାଣ୍ଡିଆ ଚାଷ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଇବା ଦିଗରେ ପଦକ୍ଷେପ ନେଇଛନ୍ତି । ମିଲେଟ ମିସନ ଓ ଏହି ବେସରକାରୀ ସଂସ୍ଥା ମିଲେଟ ମୋର ଲୋକଙ୍କୁ ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଥିବାରୁ ବର୍ତ୍ତମାନ ଅଧିକରୁ ଅଧିକ ଚାଷୀ ଏହି ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଚାଷୀ କୁଳ ଓ କଳିଙ୍ଗ ଆଗ୍ରୋ ଫୁଡ ଇଣ୍ଡଷ୍ଟ୍ରିର ମିଲେଟ ମୋର ସଂସ୍ଥାର ଡାଇରେକ୍ଟର ବିକେ. ସ୍ଵାଇଁ ଧନ୍ୟବାଦ ଅରପଣ କରିଛନ୍ତି ।

ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା।

ନୂତନ ପ୍ରୟୋଗ କବିତାକୁ ଆହୁରି  ହୃଦୟସ୍ପର୍ଶୀ କରିପାରେ, ମାଲକାନଗିରି ତା ୧୭/୧୧ (ସତ୍ୟ ନାରାୟଣ ଦାଶ) ଲକ୍ଷ୍ମଣ ନାୟକ ସାହିତ୍ୟ ସଂସ୍କୃତି ପରିଷଦ, ମାଲକାନଗିରି ତରଫରୁ କବିତାପାଠ, ସାରସ୍ବତ ସଭା, ପୁସ୍ତ....

ମାଡ଼କାପଦର୍ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ।

ମାଲକାନଗିରି, ୧୭/୧୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ସ୍ଥିତ ମାଡକାପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ....

ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର। ମାଲକାନଗିରି, ୧୫/୧୦(ସତ୍ୟ ନାରାୟଣ ଦାଶ) ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ....

ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଦୁର୍ବଳ ନଦୀ ଓ କେନାଲ ବନ୍ଧ ଉପରେ ନଜର ରଖିବା ପାଇଁ ଗୁରୁତ୍ୱ

ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମର....

Sign up for the Newsletter

Join our newsletter and get updates in your inbox. We won't spam you and we respect your privacy.