ସିସିଟିଭିରେକଏଦ ହେଲାସଁଇତାନ ସ୍ବାମୀର କାରନାମା
ଭୁବନେଶ୍ୱର, : ରାଜଧାନୀଭୁବନେଶ୍ଵରରେଏକଅଭାବନୀୟଘଟଣାଘଟିଛି।ବରମୁଣ୍ଡାଫାଣ୍ଡିଠାରୁମାତ୍ର୪ଶହମିଟରଦୂରରେଥିବାଏକଆପାର୍ଟମେଣ୍ଟରେଥିବାଏକଅଫିସରେସ୍ୱାମୀପଶିସ୍ତ୍ରୀମଧୁସ୍ମିତାଦାସକୁହାଣିଲହୁଲୁହାଣକରିବାଘଟଣାସମସ୍ତଙ୍କୁଚକିତକରିଦେଇଛି।ଖାଲିସେତିକିନୁହେଁଅଫିସରେସମସ୍ତେଥିବାସତ୍ତ୍ୱେକେହିଅଭିଯୁକ୍ତକୁଧରିନଥୁଲେ।ଖବରପାଇଭରତପୁରଆନାଫାଣ୍ଡିପୁଲିସଅଭିଯୁକ୍ତସ୍ୱାମୀକୁଧରିବାରେସଫଳହୋଇଛି।ସିସିଟିଭିରେଆକ୍ରମଣରଲୋମଟାଙ୍କୁରାଦୃଶ୍ୟକଏଦହୋଇଛି |ପୁଲିସଅଭିଯୁକ୍ତସ୍ୱାମୀବାଲେଶ୍ଵରରତପନକରକୁଥାନାରେଅଟକରଖିପଚରାଉଚରାକରୁଥିବାକହିଛନ୍ତିଥାନାଅଧିକାରୀ।ଅନ୍ୟପଟେଗୁରୁତରମଧୁସ୍ମିତାଦାସକୁଉକ୍ତଜୁଡୁବୁଡୁଅବସ୍ଥାରେକ୍ୟାପିଟାଲହସ୍ପିଟାଲରେଭର୍ତିକରାଯାଇଛି।ମହିଳାଙ୍କଶରୀରରବିଭିନ୍ନସ୍ଥାନରେକ୍ଷତଚିହ୍ନଥୁବାରୁତାଙ୍କଅବସ୍ଥାଗୁରୁତରଥିବାଜଣାପଡିଛିପୁଲିସମାମଲାରୁଜୁକରିଘଟଣାରତଦନ୍ତକରୁଛି।ପୁଲିସଅଭିଯୁକ୍ତରଛୁରିଜବତକରିବାସହମଙ୍ଗଳବାରଦିନତାକୁକୋର୍ଟଚାଲାଣକରିବବୋଲିଥାନାଅଧିକାରୀକହିଛନ୍ତିସୂଚନାଯୋଗ୍ୟଯେ, ବରମୁଣ୍ଡାବସ୍ ଷ୍ଟାଣ୍ଡପଛପାର୍ଶ୍ୱରେରଜିଥିବାଏକ ଆପାର୍ଟମେଣ୍ଟରଦ୍ଵିତୀୟମହଲାରେଗୋଟିଏଘରୋଇଅଫିସରହିଛି।ସବୁଦିନପରିସୋମବାରଦିନଗୋଟାଏସମୟରେମଧୁସ୍ଟିତାଦାସଜଣକଅଫିସଆସିଥିଲେ।ଅପରାହ୍ନପ୍ରାୟ୧ଟାବେଳେ
କର୍ମଚାରୀମାନେଅଫିସକାମରେବ୍ୟସ୍ତଥିଲେ।ସେହିସମୟରେତାଙ୍କସ୍ୱାମୀଅଫିସ୍ରେପଶି ଆକ୍ରମଣକରିଥିଲେ। ଖବର ପାଇଭରତପୁରଥାନା ପୁଲିସ ମଧୁସ୍ମିତାଙ୍କ ସ୍ବାମୀ ତପନ କୁ ଗିରଫ କରିଛନ୍ତି ।ତେବେଆକ୍ରମଣରକାରଣଜଣାପଡ଼ିନାହିଁ।କମିଶନରେଟପୁଲିସବିଭିନ୍ନଦିଗରୁତଦନ୍ତଚଳାଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ଓଡ଼ିଶା ପୋଲିସର ସଫଳତା: ଜାନୁୟାରୀରୁ ଜୁନ 2026 ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁ....
ଅନୁଗୋଳ : ଜରପଡା ଥାନା ଅନ୍ତର୍ଗତ ଉଗି ଗାଁ ଦେହୁରୀ ସାହି ସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଧକ୍କାରେ ୩ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ....
ଅସ୍ତରଙ୍ଗ:(ଆଦିତ୍ୟ ବିଶ୍ୱାଳ ) ସାନ-ସିରେଇ ଗାଁ ରେ ଅଭାବନୀୟ ଘଟଣା|ଭଣ୍ଡା ଗଛ ମୂଳରୁ ମିଳିଲା ଯୁବକଙ୍କ ମୃତ ଦେହ |ଉଦୟପୁର ଗାଁ ରଅବିବାହିତ ଯୁବକ ବୁଧେଶ୍ୱର ପ୍ରଧାନ ଙ୍କ (30)ସନ୍ଦେହଜନକ ମୃତ୍ୟୁ ଅସ୍ତରଙ୍ଗର....
ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା। ....
Join our newsletter and get updates in your inbox. We won't spam you and we respect your privacy.