*ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସୁପରିଚାଳନା ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ* #
ମାଲକାନଗିରି ତା ୧୪/୧୧ (ସତ୍ୟ ନାରାୟଣ ଦାଶ)ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ଏହି ଶିଶୁଦିବସ ଉପଲକ୍ଷେ ଜେନ ଯୀ ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ସାମଲ ବିଦ୍ୟାଳୟରେ କେକ କଟିବା ସହ ପିଲାମାନଙ୍କ ମଧ୍ୟରେ ମିଷ୍ଟାନ ବଣ୍ଟନ କରି ଏହି ମହାନ ଦିବସ କୁ ପାଳନ କରିଥିଲେ l ଏହା ସହ ପିଲାମାନଙ୍କୁ ଏହି ଦିବସ ମହତ୍ତ୍ୱତା ବିଷୟରେ ଜଣାଇବା ସହ ଜବାହରଲାଲ ନେହେରୁଙ୍କ ମହାନ ଉଦେଶ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କରେ ପାଇଁ ତାଙ୍କ ଭଲପାଇବା ସମ୍ପର୍କରେ ପିଲାମାନଙ୍କୁ ଜଣାଇ ଥିଲେ l ଏହି ଦିବସ ଉପଲକ୍ଷେ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କ ମଧ୍ୟରେ ପୁରସ୍କାର ବିତରଣ କରିଥିଲେ l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସି ଆର ସି ସି ରଂଜିତ କୁମାର ନାୟକ, ସମ୍ମାନିତ ଅତିଥି ମନୋରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇ ସଭା କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ l ଏଥି ସହ ସେହି ବିଦ୍ୟାଳୟର ଅନ୍ୟ ଶିକ୍ଷକ ତଥା ତପସ୍ୱିନୀ ମହାପାତ୍ର, ମୁକ୍ତା ମାଢି, ଚାନ୍ଦିନୀ ବୁରୁଡି, CRG ପ୍ରଜ୍ଞାପାରମିତା ନାୟକ ପ୍ରମୁଖ ଯୋଗଦେଇ ଥିଲେ l ଏବଂ ଶେଷରେ ପ୍ରଶାନ୍ତ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ l
ମାଲକାନଗିରି, ୨୫/୧୧ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର ସ୍ୱଚ୍ଛ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱà¬....
ମାଲକାନଗିରି ତା ୧୪/୧୧ (ସତ୍ୟ ନାରାୟଣ ଦାଶ)ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ଏହି ଶିଶୁଦିବସ ଉପଲକ୍ଷେ ଜେନ ଯୀ ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟà....
ମାଲକାନଗିରି ତା, ୧୩/୧୧ (ସତ୍ୟ ନାରାୟଣ ଦାଶ) ଧରତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜନଜାତିୟ ଗୌରବ ସପ୍ତାହ ପାଳନ କରାଯାଉଛି। ....
ମାଲକାନଗିରି,୧୦/୧୧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମାସିକ ରାଜସ୍ୱ ସମୀକ୍ଷା, ପିଏମଜି ପ୍ରଗତି ଏବଂ ଜଳ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପରà....
Join our newsletter and get updates in your inbox. We won't spam you and we respect your privacy.